ପ୍ରେସ ଛକ ହତ୍ୟାକାଣ୍ଡ ଘଟଣାରେ ଦୁଇ ଯୁବକ ଗିରଫ

ଭୁବନେଶ୍ୱର: ମୋମୋ ପାଇଁ ମୁଣ୍ଡ ଗଡ଼ିବା ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଜଣଙ୍କୁ ପୁଲିସ ଅଟକ ରଖିଛି। ସତ୍ୟ ଓ କାହ୍ନା ନାମକ ଦୁଇ ଯୁବକଙ୍କୁ ସହିଦନଗର ପୁଲିସ ଗିରଫ କରିଥିବାବେଳେ ଉଭୟ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି। ଉଭୟ ଭୁବନେଶ୍ୱରର ଏକ ବାଇକ ସୋରୁମରେ କାମ କରୁଥିଲେ। ସାମାନ୍ୟ କମେଣ୍ଟ ମରାକୁ କେନ୍ଦ୍ର କରି ଗାଡ଼କଣର ଚିଣ୍ଟୁ ପରିଡାକୁ ରାସ୍ତା ଉପରେ ଗୋଡେଇ ଗୋଡେଇ ଏ … Continue reading ପ୍ରେସ ଛକ ହତ୍ୟାକାଣ୍ଡ ଘଟଣାରେ ଦୁଇ ଯୁବକ ଗିରଫ